Ledger Creation in Tally

Ledger Creation in Tally

Ledger ମାନେ accounting book ର actual account ଜୋଥିରେ transactions ରେକର୍ଡ କରୁ | ବିନା ledger ରେ ଆମେ transactions କୁ ରେକର୍ଡ କରି ପାରିବନି | ଉଦାହରଣ ସ୍ୱରୂପ Assets କହିଲେ machinary ର account , building ର account , vehicle ର account ଏମିତି ଅନେକ କିଛି | Expanses କହିଲେ rent ର account , Telephone Bills ର account , Electricity ର account, Salary ର account ଏମିତି ଅନେକ କିଛି |

ସବୁ ledger କୌଣସି ନ କୌଣସି ଗ୍ରୁପ ର under ରେ ତିଆରି ହବ | ତେଣୁ ଆମେ କହି ପାରିବ Group ହେଇଗଲା ପେରେଣ୍ଟ ଆଉ ledger ହେଲା chaild |

ତଳେ ଆମକୁ 31 .03 .2017 ର balance sheet ଦିଆ ଯାଇଛି | ୩୧.୦୩.୨୦୧୭ ର closing ବାଲାନ୍ସ ୦୧.୦୪.୨୦୧୭ ର ଓପେନିଙ୍ଗ ବାଲାନ୍ସ ହବ | ଯେହେତୁ ଆମେ କମ୍ପାନୀ ନୁଆଁରେ କ୍ରିଏଟ କଲେ ତେଣୁ ଆମକୁ ଲେଜର ତିଆରି କରି ତାର ଓପେନିଙ୍ଗ ବାଲାନ୍ସ ଏଣ୍ଟ୍ରି କରିବାକୁ ପଡିବ | ତାପରେ ୦୧.୦୪.୨୦୧୭ ରୁ ୩୧.୦୩.୨୦୧୮ ଯାଏଁ transaction କରିବା | ୩୧.୦୩.୨୦୧୮ ର closing ବାଲାନ୍ସ ୦୧.୦୪.୨୦୧୮ ର ଓପେନିଙ୍ଗ ବାଲାନ୍ସ ଆପେ ହେଇଯିବ |

ତଳେ ଦିଆ ଯାଇଥିବା balance sheet ଅନୁସାରେ ଆମେ ledger create କରିବା |

ଆମର ସୁବିଧା ପାଇଁ ୟାକୁ ଟିକେ ସଜାଇ ଦେବା |

ଏଥିରେ ଦିଆ ଯାଇଥିବା cash account ଆଉ profit & Loss account ତିଆରି କରିବା ଦରକାର ନାହିଁ କାରଣ tally ତାକୁ କମ୍ପାନୀ ତିଆରି କରିବା ସମୟରେ ଆପେ ତିଆରି କରି ଦେଇଥାଏ | Balance sheet ରେ ଦିଆଯାଇଥିବା କିଛି ଗ୍ରୁପ ଆପଣଙ୍କୁ ନ ମିଳିପାରେ | ସେଗୁଡ଼କୁ ଛାଡ଼ି ଦିଅନ୍ତୁ | ଆଗକୁ ଗ୍ରୁପ ତିଆରି କରିବା ଶିଖିବା ପରେ ତାକୁ କରିବା |

ଆମେ ଦୁଇଟି ଉପାୟ ରେ tally ରେ ledger ତିଆରି କରି ପାରିବା | ଗୋଟେ 1.Single Ledger Method ଅନ୍ୟଟି 2. Multiple Ledger Method.

Ledger Creation in Tally using Single Ledger Method

Steps

 

  • tally ଓପେନ କରନ୍ତୁ |
  • ଯେଉଁ କମ୍ପାନୀ ରେ ledger ତିଆରି କରିବାର ଅଛି , ସେଇ କମ୍ପାନୀ କୁ ସିଲେକ୍ଟ କରନ୍ତୁ |
  • gateway of tally ର masters ରୁ accounts info ରେ କ୍ଲିକ କରନ୍ତୁ |
  • accounts ଇନ୍ଫୋ ମେନୁ ରୁ Ledgers ରେ କିଲଙ୍କ କରନ୍ତୁ |
  • ledger ମେନୁ ର single ledger ରୁ Create ରେ କ୍ଲିକ କରନ୍ତୁ |
  • ଦରକାର ବିବରଣୀ ପୁରଣ କରନ୍ତୁ |
  • ଶେଷରେ Enter Key press କରନ୍ତୁ, Accept କରିବା ପାଇଁ Yes or No ପଚାରିବ | Y କିମ୍ବା Enter Key press କରନ୍ତୁ |

 

ଦରକାର ବିବରଣୀ ବିଷୟରେ ସୂଚନା

 

  • Name :Account ledger ର ନାମ |
  • Alias :ଯଦି Account ledger ର ଅନ୍ୟ ନାମ ଅଛି
  • Under :ଗ୍ରୁପ ର ନାମ
  • Inventory values are affected :ଏଠି yes ରଖନ୍ତୁ ଯଦି ଆପଣ ଏଇ ଆକାଉଣ୍ଟ ର stock maintain କରିବାକୁ ଚାହୁଁଛନ୍ତି | ଉଦାହରଣ : ଯଦି ଆପଣ mobile ବିକୁଛନ୍ତି ଆପଣଙ୍କ account ହବ mobile account | ଆଉ ତାର stock ର quantity ବି ଥିବ ତେଣୁ ଏଠି yes କରିବେ | ଯଦି stock maintain କରିବାକୁ ଚାହନ୍ତିନି ତେବେ no କରିବେ |
  • Mailing Name :ଯଦି ଚିଠି ଦିଆ ନିଅ ଠିକଣା ଅଛି ତାର ନାମ
  • Mailing Address :ଯଦି ଚିଠି ଦିଆ ନିଅ ଠିକଣା ଅଛି ତାର ଠିକଣା
  • Opening Balance :Opening Balance

 

Watch on Youtube

Ledger Creation in Tally using Multiple Ledger Method Under Single Group

Steps

 

  • tally ଓପେନ କରନ୍ତୁ |
  • ଯେଉଁ କମ୍ପାନୀ ରେ ledger ତିଆରି କରିବାର ଅଛି , ସେଇ କମ୍ପାନୀ କୁ ସିଲେକ୍ଟ କରନ୍ତୁ |
  • gateway of tally ର masters ରୁ accounts info ରେ କ୍ଲିକ କରନ୍ତୁ |
  • accounts ଇନ୍ଫୋ ମେନୁ ରୁ Ledgers ରେ କିଲଙ୍କ କରନ୍ତୁ |
  • ledger ମେନୁ ର Multiple ledger ରୁ Create ରେ କ୍ଲିକ କରନ୍ତୁ |
  • Multi Ledger Creation ର screen ଆସିବ | under group ରେ group ର ନାମ ଦିଅନ୍ତୁ |
  • ତାପରେ ledger ର ନାମ ଆଉ ଓପେନିଙ୍ଗ ବାଲାନ୍ସ , Cr ବା Dr ଲେଖି ଏଣ୍ଟେର କି ପ୍ରେସ କରି ଅନ୍ୟ ଲେଜର ର ନାମ , ଆଉ ଓପେନିଙ୍ଗ ବାଲାନ୍ସ , Cr ବା Dr ଲେଖନ୍ତୁ | ଏମିତି ଯେତିକି ଲେଜର ସେ ଗ୍ରୁପ ରେ ଅଛି ସବୁ ଏଣ୍ଟ୍ରି କରନ୍ତୁ | ସବୁ ସାରିଲେ name of ledger option ରେ blank ଥାଇ ଏଣ୍ଟେର ଦିଅନ୍ତୁ |
  • Accept କରିବାକୁ Yes or No ପଚାରିବ | Y କିମ୍ବା enter key ପ୍ରେସ କରନ୍ତୁ | ସବୁ ଲେଜର ଏକା ସାଥେ ତିଆରି ହୋଇଗଲା |

 

Ledger Creation in Tally using Multiple Ledger Method Under Multiple Groups

Steps

 

  • tally ଓପେନ କରନ୍ତୁ |
  • ଯେଉଁ କମ୍ପାନୀ ରେ ledger ତିଆରି କରିବାର ଅଛି , ସେଇ କମ୍ପାନୀ କୁ ସିଲେକ୍ଟ କରନ୍ତୁ |
  • gateway of tally ର masters ରୁ accounts info ରେ କ୍ଲିକ କରନ୍ତୁ |
  • accounts ଇନ୍ଫୋ ମେନୁ ରୁ Ledgers ରେ କିଲଙ୍କ କରନ୍ତୁ |
  • ledger ମେନୁ ର Multiple ledger ରୁ Create ରେ କ୍ଲିକ କରନ୍ତୁ |
  • Multi Ledger Creation ର screen ଆସିବ | under group ରେ All ର ନାମ ଦିଅନ୍ତୁ |
  • ତାପରେ ledger ର ନାମ , group ର ନାମ, ଓପେନିଙ୍ଗ ବାଲାନ୍ସ , Cr ବା Dr ଲେଖି ଏଣ୍ଟେର କି ପ୍ରେସ କରି ଅନ୍ୟ ଲେଜର ର ନାମ , group ର ନାମ , ଓପେନିଙ୍ଗ ବାଲାନ୍ସ , Cr ବା Dr ଲେଖନ୍ତୁ | ଏମିତି ଯେତିକି ଲେଜର ଅଛି ସବୁ ଏଣ୍ଟ୍ରି କରନ୍ତୁ | ସବୁ ସାରିଲେ name of ledger option ରେ blank ଥାଇ ଏଣ୍ଟେର ଦିଅନ୍ତୁ |
  • Accept କରିବାକୁ Yes or No ପଚାରିବ | Y କିମ୍ବା enter key ପ୍ରେସ କରନ୍ତୁ | ସବୁ ଲେଜର ଏକା ସାଥେ ତିଆରି ହୋଇଗଲା |

 

Watch on Youtube

At the End

ଇଏ ପୁରା ପୁରୀ ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କୋ ପ୍ରକ୍ରିୟା ରେ ଲେଜର ତିଆରି କରିବାକୁ ଚାହାନ୍ତି | କିନ୍ତୁ ମାନେ ରଖନ୍ତୁ ଯେତେବେଳେ ଆପଣ multiple ledger option ବ୍ୟବହାର କରୁଛନ୍ତି , ତଳ option ଗୁଡିକ ଆପଣ ପାଇବେ ନାହିଁ |

 

  • Inventory values are affected
  • Mailing Details
  • Tax Registration Details

 

ତା ପାଇଁ ଆପଣଙ୍କୁ ପୁଣି ଗୋଟେ ଗୋଟେ ଲେଜର କୁ Alter କରିବାକୁ ପଡିବ |shortcut ରେ କହିବାକୁ ଗଲେ ବିଦ୍ଧିମତା ର ସହ choose କରନ୍ତୁ କୋ ପ୍ରୋସେସ ଆପଣଙ୍କ ସମୟ ଆଉ ପଇସା ବଳକା କରିବା |

କୋଉ ଲେଜର କୋଉ ଗ୍ରୁପ ରେ ଆସିବ ଜାଣିବା ପାଇଁ ତଳେ ଗୋଟେ ଲିଷ୍ଟ ଦିଆ ଯାଉଛି |

Leave a Reply

Your email address will not be published. Required fields are marked *

error: Content is protected !!