Alteration & Deletion of Company in Tally

Alteration of Company in Tally

କମ୍ପାନୀ creation ପରେ ଆମକୁ ବଦଳାଇବାକୁ ପଡିପାରେ | ଯେମିତିକି ହେଇପାରେ କମ୍ପାନୀ ର ଠିକଣା ବଦଳିଗଲା କିମ୍ବା ଫୋନ ନମ୍ବର ବଦଳି ଗଲା | ଆମକୁ ଡାଟାରେ ବି ବଦଳାଇବାକୁ ପଡିବ | ଆସନ୍ତୁ ଶିଖିବା କମ୍ପାନୀ ର information ଯାହା ଆମେ ଆଗରୁ store କରିଥିଲେ ତାକୁ କେମିତି ବଦଳାଇବା |

କମ୍ପାନୀ Details ବଦଳାଇବା ର ଷ୍ଟେପିସ :

 

  • tally ପ୍ରୋଗ୍ରାମ ଖୋଲନ୍ତୁ |
  • ‘select company’ choose କରନ୍ତୁ | company list ରୁ ଜୋ କମ୍ପାନୀ ର detail ବଦଳାଇବାର ଅଛି ସେ କମ୍ପାନୀ କୁ select କରନ୍ତୁ ଆଉ ଏଣ୍ଟେର କି ପ୍ରେସ କରନ୍ତୁ |
  • ବର୍ତମାନ ଆପଣ gateway of tally ରେ ଅଛନ୍ତି | right side ର button area ରୁ comp info ରେ click କରନ୍ତୁ କିମ୍ବା Alt+F3 press କରନ୍ତୁ |
  • ବର୍ତମାନ company info menu ରୁ Alter ଅପସନ ରେ click କରନ୍ତୁ | company list ରୁ ଜୋ କମ୍ପାନୀ ର detail ବଦଳାଇବାର ଅଛି ସେ କମ୍ପାନୀ କୁ select କରନ୍ତୁ ଆଉ ଏଣ୍ଟେର କି ପ୍ରେସ କରନ୍ତୁ |
  • ବର୍ତମାନ screen ରେ କମ୍ପାନୀ ର details ଦେଖା ଯାଉଛି, ଯାହା ବଦଳାଇବାର ଅଛି ବଦଳାଇପାରିବେ | କିଛି ବଦଳାଇବାର ନେହିଁ Enter key press କରି ଶେଷ ଯାଏ ଯାନ୍ତୁ | Yes or No ପଚାରିବ | ଯାହା ବଦଳାଇଛନ୍ତି ତାକୁ save କରିବା ପାଇଁ yes click କରନ୍ତୁ କିମ୍ବା keyboard ରୁ Y key press କରନ୍ତୁ |

 

ସହଜ ନା କମ୍ପାନୀ ଡିଟେଲସ ବଦଳାଇବା |

Deletion of Company in Tally

 

  • tally ପ୍ରୋଗ୍ରାମ ଖୋଲନ୍ତୁ |
  • ‘select company’ choose କରନ୍ତୁ | company list ରୁ ଜୋ କମ୍ପାନୀ ର detail ବଦଳାଇବାର ଅଛି ସେ କମ୍ପାନୀ କୁ select କରନ୍ତୁ ଆଉ ଏଣ୍ଟେର କି ପ୍ରେସ କରନ୍ତୁ |
  • ବର୍ତମାନ ଆପଣ gateway of tally ରେ ଅଛନ୍ତି | right side ର button area ରୁ comp info ରେ click କରନ୍ତୁ କିମ୍ବା Alt+F3 press କରନ୍ତୁ |
  • ବର୍ତମାନ company info menu ରୁ Alter ଅପସନ ରେ click କରନ୍ତୁ | company list ରୁ ଜୋ କମ୍ପାନୀ ର detail ବଦଳାଇବାର ଅଛି ସେ କମ୍ପାନୀ କୁ select କରନ୍ତୁ ଆଉ ଏଣ୍ଟେର କି ପ୍ରେସ କରନ୍ତୁ |
  • ବର୍ତମାନ screen ରେ କମ୍ପାନୀ ର details ଦେଖା ଯାଉଛି | କମ୍ପାନୀ କୁ delete କରିବା ପାଇଁ Alt + D press କରନ୍ତୁ | yes or no ପଚାରିବ , yes ରେ click କରନ୍ତୁ କିମ୍ବା Keyboard ରୁ Y press କରନ୍ତୁ | କମ୍ପାନୀ delete ହେଇଯିବ |

 

ସହଜ ନା କମ୍ପାନୀ delete କରିବା

Watch on Youtube

Leave a Reply

Your email address will not be published. Required fields are marked *

error: Content is protected !!