Mathematics 10th Class – Odisha State Board – Textbook Solutions

Odisha State Board Class 10th Mathematics

These video lectures for CHSE Class 10th Mathematics content is mapped as per the CHSE syllabus of class 10th; chapters and topics are laid out as in NCERT text books of Mathematics for class 10th. The entire content is made of high quality easily understandable content in Odia language. These videos are enough for a complete understanding of concepts and will let you score excellent marks in your exams. This course is an excellent powerful home tutor for Mathematics of class 10th and provides you learning like a crash course. This can assist you anytime, any number of times suiting your convenience and understanding abilities. The content you can download from the link provided by paying the required fees.

ଯଦି ଆପଣଙ୍କ ଚିହ୍ନା ପରିଚୟରେ କିଏ 10ମ ଶ୍ରେଣୀ ପଢୁଛନ୍ତି ତେବେ ଏହା ସେମାନଙ୍କ ପାଇଁ ବହୁତ ସାହାଯ୍ୟ କରିବ । ପିଲାଙ୍କର ସାଧାରଣତଃ ଗଣିତ ରେ ବହୁତ ଅବୁଝା ରୁହେ । ସୁବ୍ରତ ସାରଙ୍କ ଦ୍ୱାରା ତିଆରି ଏହି HD ଭିଡ଼ିଓ ଗୁଡିକୁ ଦେଖି ଓ ଅଭ୍ୟାସ କରି ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ନମ୍ବର ରଖି ଗଣିତରେ ପାସ କରିବେ ବୋଲି ଆଶା ଓ ବିଶ୍ୱାସ ।
 
ଏହି ସ୍ପେଶାଲ ଅଫର ରେ କେବଳ 300 ଟଙ୍କା ଦେଇ ସମ୍ପୂର୍ଣ ବୀଜ ଗଣିତ ପାଠ୍ୟ କ୍ରମ ଅନୁଶୀଳନୀ ର ସମାଧାନ ଓ ଵର୍ଣ୍ଣନ ପାଇପାରିବେ ।
Demo ଦେଖିବା ପାଇଁ ତଳ ଭିଡ଼ିଓ କୁ ଦେଖନ୍ତୁ ।

COURSE HIGHLIGHTS

  • Standard: CHSE Class 10th
  • Subject: Mathematics
  • Syllabus: As per Latest CHSE Syllabus
  • Language: Odia
  • Validity: :1 year
  • Mode of Delivery: Offline Mode via Pen drive, Memory Card on Smartphones and Tablets (By paying extra charge)or Download from google drive (as per student requirement).
  • Course Content Type: Textbook Explanations and Solutions of All Chapters
  • Coverage: Videos and exercises provides a detailed course coverage
  • Queries/Problems Solution: Student’s queries can be taken via Online Discussion Forums.
  • Introductory Price : Rs.10000 Rs.300 Only

Learning from Subrat Sir through such a content will be a great fun.

Agyanta Rashi O Dhrubaka Rashi | ଅଜ୍ଞାତ ରାଶି ଓ ଧୃବକ ରାଶି

Simple Equation and Finding Solution ସରଳ ସମୀକରଣ ର ସାଧାରଣ ରୂପ ଓ ସମାଧାନ

ଏହି ଭିଡ଼ିଓ କୋର୍ସ ର କିଛି ବିଶେଷ ଗୁଣ

  • ଏହାକୁ ଯେତେଥର ଚାହିଁବେ ଦେଖି ପାରିବେ
  • ନିଜ ସୁବିଧା ସମୟରେ ଦେଖି ପାରିବେ
  • ବୁଝିବା ପର୍ଯ୍ୟନ୍ତ, ଏକ କିମ୍ବା ଅଧିକ ଥର ଦେଖି ପାରିବେ
  • ସରଳ ଭାବରେ ସବୁ ଛାତ୍ର ବୁଝି ପାରିବା ଭଳି, ସୁବ୍ରତ ସାର ବୁଝାଇଛନ୍ତି
  • ସବୁଠୁ ଶସ୍ତା କେବଳ ୩୦୦ ଟଙ୍କାରେ

ତଳ ଲିଖିତ ସୂଚୀ ର ସମସ୍ତ ଅଧ୍ୟାୟର ସମସ୍ତ ପ୍ରଶ୍ନର ଉତ୍ତର ସମ୍ପୂର୍ଣ ବିବରଣୀ ସହ ପାଇବେ ଏହି ଭିଡ଼ିଓ କୋର୍ସ ରେ |

ସୂଚୀ :

  • Linear Simultaneous Equations – ସରଳ ସାହସମୀକରଣ
  • Quadratic Equations – ଦ୍ବୀଘାତ ସମୀକରଣ
  • Arithmetic Progression – ସମାନ୍ତର ପ୍ରଗତି
  • Probability – ସମ୍ଭାଵ୍ୟତା
  • Statistics – ପରିସଂଖ୍ୟାନ
  • Co-Ordinate Geometry – ସ୍ଥାନାଙ୍କ ଜ୍ୟାମିତି

 

 

Leave a Reply

Your email address will not be published. Required fields are marked *